ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Non-refundable

ଅଣଫେରସ୍ତଯୋଗ୍ୟ, ଅଣଫେରସ୍ତୀ, ଅପ୍ରତିଦେୟ

Non-statutory

ଅଣବୈଧାନିକ

Non-taxable income

ଅକରଯୋଗ୍ୟ ଆୟ, କର ରହିତ ଆୟ

Non-technical post

ଅପ୍ରାୟଗିକ ପଦ, ଅବୈଷୟିକ ପଦ

Non-traditional

ଅଣପାରଂପରିକ, ଅପରାଂପରାଗତ

Non-verbal communication

ଅଶାଦ୍ଦିକ ସମ୍ବାଦ ପ୍ରଦାନ, ଚିଠିପତ୍ର ଆଦାନପ୍ରଦୋନ

No objection certificate

ଅନାପତ୍ତି ପ୍ରମାଣପତ୍ର

No profit, no loss

ବିନା ଲାଭ କ୍ଷତି

Norm

ମାନାଦର୍ଶ, ରୀତି

Normal

ଯଥାରୀତି, ସ୍ୱାଭାବିକ

No smoking

ଧୂମପାନ ନିଷିଦ୍ଧ

Notable

ମହତ୍ତ୍ୱପୂର୍ଣ୍ଣ,

Not applicable (N/A)

ଅପ୍ରପୁଜ୍ୟ

Not available (N/A)

ଅନୁପଲବ୍ଧ

Note

ଟିପ୍ପଣୀ, ନୋଟ୍, ପତ୍ର, ଟିବିବା, ଟିପ୍ପଣୀ ଲେଖିବା, ଦୃଷ୍ଟିଦେବା

Notice

ନୋଟିସ୍, ବିଜ୍ଞପ୍ତି, ଧ୍ୟାନ

Noticeable

ଦର୍ଶନୀୟ, ଉଲ୍ଲେଖନୀୟ, ଜ୍ଞାପନୀୟ, ଜ୍ଞାପନଯୋଗ୍ୟ

Notification

ଅଧିସୂଚନା, ସୂଚନାପତ୍ର, ଇସ୍ତାହାର, ବିଜ୍ଞାପନ, ଘୋଷଣା

Notified area

ବିଜ୍ଞାପିତ କ୍ଷେତ୍ର / ଅଞ୍ଚଳ

Noting and drafting

ଟିପଣ ଏବଂ ଚିଠା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App