ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Occupy

ବ୍ୟାପୃତ ରହିବା, ବୋଗଦଖଲ କରିବା, ଅଧିକାର କରିବା

Octroi duty

ଅକ୍ଟ୍ରାଇ କର

Off day

ଛୁଟିଦିନ, କର୍ମମୁକ୍ତ ଦିନ

Off duty

କାର୍ଯ୍ୟମୁକ୍ତ, କର୍ମମୁକ୍ତ

Offensive

ଆକ୍ରମକ, ମର୍ଯ୍ୟାଦା ଆନିକାରକ

Offer

ଅର୍ପଣ କରିବା, ପ୍ରସ୍ତାବ ଦେବା, ଉପହାର ଦେବା, ଅର୍ପଣ, ପ୍ରସ୍ତାବ, ନିବେଦନ, ଉପହାର

Offer of appointment

ନିଯୁକ୍ତି ପ୍ରସ୍ତାବ

Office

ପଦ, କାର୍ଯ୍ୟଳାୟ, ଦପ୍ତର

Office of profit

କାର୍ଯ୍ୟାଳୟର ଲାଭ

Official

ଅଧିକାରିକ, ପଦୀୟ, ଶାସକୀୟ, ସରକାରୀ, ପଦାଧିକାରୀ

Officialdom

ଅଧିକାରୀ ବର୍ଗ, ଅମଲାତନ୍ତ୍ର

Official duty

ସରକାରୀ କର

Officialese

ସରକାରୀ ଅଥବା ବେସରକାରୀ ନଥିପତ୍ରରେ ବ୍ୟବହୃତ ଭାଷା

Official language

ସରକାରୀ ଭାଷା

Officially

ସରକାରୀ ଭାବରେ

Official report

ସରକାରୀ ରିପୋର୍ଟ

Official version

ସରକାରୀ କଥନ, ଆନୁଷ୍ଠାନିକ ବିବରଣୀ

Officiating

ସ୍ଥାନାପନ୍ନ, ପଦାସୀନ

Off the record

ରେକର୍ଡ ବହିର୍ଭୁତ

Okay (O.K.; okey)

ସବୁ ଠିକ୍, ଆଚ୍ଛା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App