ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ombudsman

ଲୋକପାଳ, ଲୋକ ଆୟୁକ୍ତ

On account grant

ଲେଖାଗତ ଅନୁଦାନ

On demand

ଦାବି ମାତ୍ରେ

On duty

କର୍ତ୍ତବ୍ୟରତ, କାମରେ

One sided

ଦୁର୍ବହ, ଦୁଃସହ

On line

ଅନ-ଲାଇନ

On-special duty

ବିଶେଷ କରିବା ହେତୁ

On the job training

କାର୍ଯ୍ୟ କରିବା ସମୟରେ ପ୍ରଶିକ୍ଷଣ

Onus

ଜିମା, ଭାର, ଦାୟିତ୍ୱ

Open day

ଖୋଲା ଦିନ

Open system

ଖୋଲା ପଦ୍ଧତି

Opening

ରନ୍ଦ୍ର ବାଟ, ଖୋଲା ଜାଗା, ପ୍ରାରମ୍ଭ

Opening balance

ପ୍ରାରମ୍ଭିକ ଅବଶେଷ

Opening hours

ଖୋଲା ରହିବା ସମୟ

Open learning

ମୁକ୍ତ ଶିକ୍ଷଣ

Open letter

ଖୋଲା ପତ୍ର

Open university

ମୁକ୍ତ ବିଶ୍ୱବିଦ୍ୟାଳୟ

Operating cost

ପ୍ରଚାଳନ ମୂଲ୍ୟ, ପ୍ରଚାଳନ ଲାଗତ

Operating staff

ପ୍ରଚାଳନ ଅମଲା

Operation

ଅସ୍ତ୍ରୋପଚାର, କର୍ମ, ସମ୍ପାଦନ, ଚାଳନା, ପ୍ରବର୍ତ୍ତନ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App