ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Overcharge

ଅଧିକ ଦେୟ ମାଗିବା, ଅଧିକ ଭାର

Overdue

ସମୟାତିକ୍ରାନ୍ତ, ସମୟାତୀତ

Overestimate

ଅଧିକ ଅଟକଳ କରିବା

Overhead charge

ଉପରି ଦେୟ

Overlapping

ଅତି ବ୍ୟାପ୍ତି

Overriding priority

ଅଧିଭାବୀ ପ୍ରାଥମିକତା

Over-rule

ଓଲଟାଇବା, ନାମଞ୍ଜୁର କରିବା

Oversight

ଅନବଧାନତା

Overtime pay

ଅଧିକାଳିକ ବେତନ

Overvaluation

ଅଧିମୂଲ୍ୟାଙ୍କନ

Ownership

ମାଲିକ ସ୍ୱତ୍ୱ, ମାଲିକାନା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App