ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Prorogue

ସତ୍ରାବସାନ କରିବା, ସାମୟିକ ଭାବେ ସଭା ସ୍ଥଗିତ ରଖିବା

Pros and cons

ସପକ୍ଷ-ବିପକ୍ଷ, ଆଗ-ପଛ

Proscribe

ଅବୈଧ ଘୋଷଣା କରିବା

Prosecution

ଅଭିଯୋଜନ, ଅନୁଶୀଳନ

Prospectus

ବିବରଣ ପତ୍ରିକା

Protempore appointment

ସ୍ୱଳ୍ପ ସମୟ ନିଯୁକ୍ତି

Protocol

ମୂଳରେଖା, ଆଦବ କାଇଦା, ମାନ୍ୟକ୍ରମ, ଆଚରଣ ବ୍ୟବସ୍ଥା

Prove

ପ୍ରମାଣ କରିବା, ସିଦ୍ଧ କରିବା

Provided

ପ୍ରମାଣିତ, ସିଦ୍ଧୀକୃତ

Provident fund

ଭବିଷ୍ୟ ନିଧି

Provision

ବ୍ୟବସ୍ଥା

Provisional

କଚ୍ଚା, ଅସ୍ଥାୟୀ, ଅଳ୍ପକାଳୀନ, କାମଚଳା, ଅନନ୍ତିମ

Provisional list

ଅନ୍ତିମ ତାଲିକା

Proviso

ପରନ୍ତୁକ

Proximity

ସମୀପସ୍ଥ, ନିକଟସ୍ଥ

Proxy

ପ୍ରତିପୁରୁଷ, ବଦଳ

Public

ସାର୍ବଜନିକ, ସାର୍ବଜନୀକ, ସରକାରୀ, ସର୍ବବିଦିତ, ଜନସାଧାରଣ, ଲୋକ, ଜନ

Publication

ପ୍ରକାଶନ

Public duty

ସରକାରୀ କର

Public interest litigation (PIL)

ଜନସ୍ୱାର୍ଥ, ଲୋକହିତ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App