ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Publicity

ପ୍ରଚାର

Publish

ପ୍ରକାଶ କରିବା

Punctual

ସମୟାନୁବର୍ତ୍ତୀ

Punishment

ଦଣ୍ଡ ଦେବା, ଶାସ୍ତି ଦେବା

Purchase

ଖରିଦକରିବା, କ୍ରୟକରିବା, ଖରିଦ, କ୍ରୟ

Purely temporary

ପୂର୍ଣ୍ଣତଃ ଅସ୍ଥାୟୀ

Purpose

ଉଦ୍ଦେଶ୍ୟ, ଅଭିପ୍ରାୟ

Pursue

ଅନୁସରିବା, ପଛରେ ଲାଗିବା, ଚାଲୁ ରଖିବା, ଲକ୍ଷୟ ରଖିବା

Pursuit

ପ୍ରଯତ୍ନ, ଖୋଜ, ଅନୁଧାବନ

Purview

ଦୃଷ୍ଟିସୀମା, କାର୍ଯ୍ୟକ୍ଷେତ୍ର

Put up

ପେଶ୍ କରିବା, ଉପସ୍ଥାପନ କରିବା

Put-up slip

ସ୍ଲିପ୍ ପେଶ୍ / ଉପସ୍ଥାପନ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App