ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Pay day

ବେତନ ଦିବସ, ଦରମା ତାରିଖ

Payee

ଗ୍ରହୀତା, ପ୍ରାପ୍ତକର୍ତ୍ତା, ପ୍ରାପକ

Payer

ପ୍ରଦାତା, ପ୍ରଦାନକର୍ତ୍ତା

Payment

ଅର୍ଥ ପ୍ରଦାନ, ଟଙ୍କାଦିଆ, ପରିଶୋଧ

Pay off

ପରିଶୋଧ କରିବା

Pay order

ପ୍ରଦାନ ଆଦେଶ

Pay roll

ବେତନ ନାମାବଳୀ, ବେତନ ପତ୍ରକ

Pay scale

ବେତନ ହାର

Pecuniary

ଧନଗତ, ଆର୍ଥିକ, ଅର୍ଥ ସମ୍ବନ୍ଧୀୟ

Penal

ଦଣ୍ଡନୀୟ, ଶାସ୍ତି ସମ୍ବନ୍ଧୀୟ

Penal code

ଦଣ୍ଡ ସଂହିତା

Penal interest

ଦଣ୍ଡ ସ୍ୱରୂପ ସୁଧ

Penalize

ଶାସ୍ତିଦେବା, ଦଣ୍ଡିତ କରିବା

Penalty

ଶାସ୍ତି, ଜୋରିମାନା, ଅର୍ଥଦଣ୍ଡ

Pending

ବିଚାରାଧୀନ, ଅମୀମାଂସିତ, ପଡ଼ିରହିଥିବା

Pen down strike

କଲମ ଛାଡ଼ ଧର୍ମଘଟ

Pension

ପେନସନ୍, ସେବା ନିବୃକ୍ତି ବେତନ

Pensionable

ପେନସନ୍ ଯୋଗ୍ୟ

Pensioner

ପେନସନଭୋଗୀ

Pension scheme

ପେନସନ୍ ଯୋଜନା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App