ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Per annum

ବର୍ଷ ପିଚ୍ଛା

Per bearer

ବାହକ ଦ୍ୱାରା

Per capita (=per head)

ଜଣପିଛା, ମୁଣ୍ଡପିଛା

Percent

ପ୍ରତିଶତ, ଶତକଡ଼ା

Perennial

ବାରମାସୀ, ଦୀର୍ଘସ୍ଥାୟୀ

Preferential purchase

ଅଧିମାନୀ କ୍ରୟ, ବିଶେଷ କ୍ରୟ, ସ୍ୱତନ୍ତ୍ର ସୁବିଧା ମୂଳକ କ୍ରୟ

Perform

ସମ୍ପାଦନ କରିବା, କାର୍ଯ୍ୟନିର୍ବାହ କରିବା

Performance

ସମ୍ପାଦନ, କରଣି, କାର୍ଯ୍ୟନିର୍ବାହ, ନିଷ୍ଠାଦନ, ଅଭିନୟ

Period

କାଳାବଧି, କାଳ, ପରିଅଡ୍

Periodical

ନିର୍ଦ୍ଦିଷ୍ଟକାଲିକ, ସାମୟିକ ପତ୍ରିକା

Period under review

ସମୀକ୍ଷାଧୀନ ଅବଧି/କାଳ

Perjury

କପଟ ସାକ୍ଷ୍ୟ, ଶପଥଭଙ୍ଗ

Perks

ଉପରି ପାଉଣା, ଅଧିକ ଭତ୍ତା

Permanent

ସ୍ଥାୟୀ

Per mensem

ମାସିକ

Permissible

ଅନୁଜ୍ଞେୟ, ଅନୁମତିଯୋଗ୍ୟ

Permission

ଅନୁମତି, ଅନୁଜ୍ଞା

Permit

ଅନୁମତି ଦେବା, ଅନୁଜ୍ଞା ପତ୍ର, ଅଦେଶ ପତ୍ର

Permitted

ଅନୁମତିପ୍ରାପ୍ତ, ଅନୁଜ୍ଞାପ୍ତ

Perpetual

ଶାଶ୍ୱତ, ଚିରକାଳିକ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App