ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Perpetuity

ଶାଶ୍ୱତତା, ଚିରନ୍ତନତା

Perquisites (=perks)

ପରିଲବ୍ଧି, ଅଧିକ ଆୟ

Personal

ବ୍ୟକ୍ତିଗତ, ଆପଣା, ସ୍ୱାୟ

Personal assets

ବ୍ୟକ୍ତିଗତ ସମ୍ପଦ

Personal bond

ବ୍ୟକ୍ତିଗତ ମୁଚାଲିକା / ବନ୍ଧପତ୍ର

Personality

ବ୍ୟକ୍ତିତ୍ୱ

Persona non grata

ଅଗ୍ରାହ୍ୟ ବ୍ୟକ୍ତି

Personnel

କର୍ମଚାରୀବର୍ଗ, କାର୍ମିକ

Personnel policy

କାର୍ମିକ ନୀତି

Perspective

ପରିପ୍ରେକ୍ଷେଣ, ସଂଦୃଶ୍ୟ

Persuasion

ପ୍ରବର୍ତ୍ତନା, ପ୍ରରୋଚନା, ପ୍ରତୀତି

Pertinent

ପ୍ରସଙ୍ଗୋଚିଡ, ସଙ୍ଗତ

Perusal

ପଠନ, ଅବଲୋକନ, ଅନୁଶୀଳନ

Petition

ଆର୍ଜିଦାତା, ଯାଚିକା, ଆବେଦନ

Petitioner

ଅର୍ଜିଦାତା, ଯାଚିତକା ଦାତା

Phase

ପର୍ଯ୍ୟାୟ, ଅବସ୍ଥା

Photograph

ଆଲୋକ ଚିତ୍ର, ଫୋଟଗ୍ରାଫ

Photostat

ଫଟୋଷ୍ଟାଟ ନକଲ, ଫଟୋ କପି

Physical checking

ବସ୍ତୁଗତ ଯାଞ୍ଚ, ପତ୍ୟକ୍ଷ ଯାଞ୍ଚ

Physical defect

ଶାରିରୀକ ଦୋଷ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App