ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Physical education

ଶାରିରୀକ ଶିକ୍ଷା, ବ୍ୟାୟାମ ଶିକ୍ଷା

Physically handicapped

ଶାରିରୀକ ଅକ୍ଷମ, ବିକଳାଙ୍ଗ, ଦୈହିକ ବିକୃତ

Physical verification

ବସ୍ତୁଗତ ସତ୍ୟାପନ

Piecemeal

ଖଣ୍ଡାଂଶ

Piece rate

ଖଣ୍ଡ ଦାମ / ମୂଲ୍ୟ / ଦର

Pilgrim

ତୀର୍ଥଯାତ୍ରୀ

Pilot programme

ଅଗ୍ରଗାମୀ କାର୍ଯ୍ୟକ୍ରମ, ପ୍ରାୟୋଗିକ କାର୍ଯ୍ୟକ୍ରମ

PIN (postal index number)

ପିନ୍, ସରୁ ଲୁହା ଖିଲ

Placement service

ସ୍ଥାପନ ସେବା

Place of birth

ଜନ୍ମ ସ୍ଥାନ

Place of work

କାର୍ଯ୍ୟ ସ୍ଥଳ

Plaintiff

ଦାବୀ, ଅଦାଲତରେ ଅଭିଯୋଗକାରୀ

Plan

ଯୋଜନା, ରେଖାଙ୍କ, ଯୋଜନା କରିବା, ରେଖାଙ୍କନ କରିବା

Planning

ଯୋଜନା

Plant

ଉଦ୍ଭଦ, ଚାରାଗଛ, ସଂଯନ୍ତ୍ର, କଳକାରଖାନା, ପ୍ଲାଣ୍ଟ, ରୋପଣ କରିବା

Player

ଖେଳାଳି, ବାଦକ, ଅଭିନେତା

Plea

ବାହାନା, ଆଳ, ଆପତ୍ତି

Pleader

ଓକିଲ

Plebiscite

ଜନମତ

Pledge

ଚଳବନ୍ଧକ ଦେବା, ଚଳବନ୍ଧକ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App