ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Premium

ପ୍ରିମିୟମ, ଅଧିମୂଲ୍ୟ

Prepaid

ପୂର୍ବ-ପ୍ରଦତ୍ତ

Prepaid card

ପୂର୍ବ-ପ୍ରଦତ୍ତ କାର୍ଡ

Pre-planned

ପୂର୍ବ ଯୋଜନା, ପୂର୍ବ ନିୟୋଜିତ

Prepone

ପୂର୍ବିତ କରିବା

Pre-receipted bill

ରସିଦ ସହବିଲ

Prerogative

ପରମାଧିକାର

Prescribe

ବିହିତ କରିବା, ବ୍ୟବସ୍ଥା କରିବା

Prescribed

ବିହିତ, ବ୍ୟବସ୍ଥାକୃତ, ନିର୍ଦ୍ଧାରିତ

Prescribed form

ନିର୍ଦ୍ଧାରିତ ଫର୍ମ

Presentation

ଉପହାର, ଉପସ୍ଥାପନା, ପ୍ରଦାନ, ପରିବିତୀକରଣ

Preside

ସଭାପତିତ୍ୱ କରିବା, ପୀଠାସୀନ ହେବା

President

ରାଷ୍ଟ୍ରପତି, ସଭାପତି

Press

ପେଡିବା, ପୀଡା ଦେବା, ଦବାଇବା, ଛାପିବା, ଛାପାଖାନା, ମୁଦ୍ରଣ, ସମ୍ବାଦପତ୍ର, ସାମ୍ବାଦିକ

Press copy

ମୁଦ୍ରଣ ପ୍ରତିଲିପି

Press gallery

ସାମ୍ବାଦିକ ଗ୍ୟାଲେରୀ

Presumed

ପ୍ରାକ୍ କଳ୍ପିତ, ଅନୁମିତ

Presumptive pay

ପୂର୍ବାନୁମିତ ବେତନ, ସମ୍ଭାବିତ ବେତନ

Presupposed

ପୂର୍ବକଳ୍ପିତ

Pretext

ପେଖନା, ବାହାନା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App