ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891415Next >

Package

ଗଣ୍ଠିଲି, ପ୍ୟାକେଟ୍

Package deal

ସାମୂହିକ ଚୁକ୍ତି, ସାମୂହିକ ସର୍ତ୍ତ

Packing and marking

ପ୍ୟାକିଙ୍ଗ, ଗଣ୍ଠିଲି/ଡିବା ବନ୍ଧେଇ ଓ ମାର୍କିଙ୍

Packing list

ପ୍ୟାକିଙ୍ଗ ତାଲିକା

Pact

ଚୁକ୍ତି, ମେଣ୍ଟ, ବୁଝାମଣା, ସନ୍ଧି

Paid

ପ୍ରଦତ୍ତ, ବେତନଗ୍ରାହୀ

Paid up capital

ସମାଦତ୍ତ ପୁଞ୍ଜି

Pamphlet

ପ୍ରଚାର ପତ୍ର, ମୁଦ୍ରିତ ପତ୍ର

Panel

ନାମ ତାଲିକା

Paper

କାଗଜ

Para

ଅନୁଚ୍ଛେଦ, ପାରା

Paramount

ପରମ, ସର୍ବଶ୍ରେଷ୍ଠ

Parent

ପିତାମାତା, ମୂଳ

Parental

ପୈତୃକ

Parent office

ମୂଳ ଦପ୍ତର/ କାର୍ଯ୍ୟାଳୟ

Par excellence

ସର୍ବୋକୃଷ୍ଟ

Pari passu

ସମରୂପ, ସମଗତି

Parity

ସମାନତା, ସମ ମୂଲ୍ୟତା

Parliament

ସଂସଦ, ପାର୍ଲାମେଣ୍ଟ

Part

ଅଂଶ, ଭାଗ, ଭୂମିକା, ଯନ୍ତ୍ରାଂସ, ବିଦାୟ ନେବା, ବିଭକ୍ତ କରିବା
< previous1234567891415Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App