ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reorientation

ପୁନଃ ପୂର୍ବାଭିମଖୀ କରଣ, ପୁନଃ ଅନୁସ୍ଥାପନ

Repairable

ଯେଉଁ କ୍ଷତି ପୁରଣୀୟ, ମରାମତି, ପ୍ରତିକାର, ସଜଡ଼ା

Repatriate

ସ୍ୱଦେଶକୁ ଫରିବା, ସ୍ୱଦେଶ ଫେରନ୍ତା ଲୋକ, ସ୍ୱଦେଶ ପ୍ରତ୍ୟାବର୍ତ୍ତିତ ବ୍ୟକ୍ତି

Repatriation of services

ସେବାରେ ପ୍ରତ୍ୟାବର୍ତ୍ତନ

Repay

ଶୁଝିବା, ପରିଶୋଧ କରିବା

Repayable

ପରିଶୋଧ୍ୟ, ପ୍ରତିଦେୟ

Repeal

ନିରସନ କରିବା, ରଦ୍ଦ କରିବା, ନିରସନ, ରଦ୍ଦ କରିବା, ନିରସନ, ରଦ୍ଦ, ପ୍ରତ୍ୟାହାର

Repeat order

ପୁନର ଆଦେଶ, ପୁନରାଦେଶ

Repetitive work

ବାରମ୍ବରୀ କାର୍ଯ୍ୟ

Replace

ପ୍ରତିସ୍ଥାପନ କରିବା, ପୁନଃସ୍ଥାପନ କରିବା, ବଦଳ ଦେବା, ସ୍ଥାନ ପୂରଣ କରିବା

Replacement

ପୁନଃସ୍ଥାପନ, ପ୍ରତିସ୍ଥାପନ

Replenishment

ପୁନଃଭରଣ

Report

ରିପୋର୍ଟ, ବିବୃତି, ପ୍ରତିବେଦନ, ଖ୍ୟାପନ କରିବା, ସମ୍ବାଦ ଦେବା

Repository

ଭଣ୍ଡାର, ବିଧାନ, ସଂଗ୍ରହ

Representation

ପ୍ରତିନିଧିତ୍ୱ, ପ୍ରତିବେଦନ, ନିବେଦନ, ଉପସ୍ଥାପନ

Representative

ପ୍ରତିନିଧି, ପ୍ରତିନିଧି ମୂଳକ, ପ୍ରତୀକାତ୍ମକ, ପ୍ରତିନିଧି ସ୍ଥାନୀୟ

Reprimand

ଭର୍ତ୍ସନା, ଭର୍ତ୍ସନା କରିବା

Reprint

ପୁନର୍ମୁଦ୍ରଣ

Reprisal

ପ୍ରତିପୀଡ଼ନ, ପ୍ରତିଶୋଧ

Reproduce

ପ୍ରଚଳନ କରିବା, ପୁନଃ ଉତ୍ପାଦନ କରିବା, ନକଲ କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App