ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Role

ଭୂମିକା, ବ୍ୟକ୍ତି ବା ବସ୍ତୁର କାର୍ଯ୍ୟ

Roll

ନାମାବଳୀ, ଗୁଡ଼ା କାଗଜ, ଫଜି, ଗଡ଼ିବା, ଗୁଡ଼େଇବା

Rolling plan

ପ୍ରବାହୀ ଯୋଜନା

Roll number

ନାମ-କ୍ରମାଙ୍କ, ପଂଜି-କ୍ରମ

Roster

କାମପାଳି, ପାଳି ତାଲିକା, ରେଷ୍ଟର୍

Rotation

ଘୂର୍ଣ୍ଣନ, ପର୍ଯ୍ୟାୟ

Rough

ଅସମ, ଖଦଡ଼ା, ଅଶିଷ୍ଟ, କ୍ଷୁଦ୍ର, କଚ୍ଚା, ରଫ୍, ସ୍ଥୂଳ, ଆବଡ଼ାଖାବଡ଼ା

Rough copy

କଚ୍ଚା ପ୍ରତିଲିପି

Rounding off

ଫୂର୍ଣ୍ଣାଙ୍ଗ କରିବା

Route

ମାର୍ଗ, ଗତିପଥ

Routine

ନିତ୍ୟକାର୍ଯ୍ୟ, ରୁଟିନ୍ଥରାବନ୍ଧା, ତିନିଦିନିଆ, ଅଭ୍ୟାସଗତ

Routine note

ନିତିଦିନିଆ ନୋଟ

Routine test

ଥରାବନ୍ଧା ପରୀକ୍ଷଣ

Royalty

ରାଜକୀୟତା, ରାଜଭାଗ ରୟାଲ୍ଟି, ଲେଖକୀୟ ସ୍ୱତ୍ୱ

Rubber stamp

ରବର ମୋହର, ରବର ଷ୍ଟାମ୍ପ

Rude

ରୁକ୍ଷ,ସୌଜନ୍ୟବିହୀନ, ଉଦ୍ଧାତ

Rule

ନିୟମ, ଶାସନ, ଶାସନ, ରୁଲ୍, ନିୟମ ତିଆରି କରିବା, ଶାସନ କରିବା

Ruler

ଶାସକ,

Rules and regulations

ନିୟମ-କାନୁନ୍

Rules of business

କାର୍ଯ୍ୟ ସଂଚାଳନା ନିୟମାବଳୀ / ନିୟମ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App