ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Recover

ଅସୁଲ କରିବା, ସୁସ୍ଥ ହେହା

Recovery

ଅସୁଲ, ସ୍ୱାସ୍ଥ୍ୟକାର

Recreation

ଚିତ୍ତ ବିନୋଦନ

Recruit

ମକରିର୍ ବ୍ୟକ୍ତି, ମୁକରିର୍ କରିବା

Recruiting authority

ନିଯୁକ୍ତି ପ୍ରଦାନ ଅଧିକାରୀ

Recruitment

ମୁକରିର୍, ନିଯୁକ୍ତି ପ୍ରଦାନ

Recruitment rules

ନିଯୁକ୍ତି ନିୟମ

Rectification

ପରିଶୋଧନ, ସଂଶୋଦନ

Recurring

ଆବର୍ତ୍ତୀ, ପୌନପୌନିକ

Redeem

ମୋଚନ କରିବା, ପୂରଣ କରିବା

Redemption

ମୋଚନ, ପୁନରୁଦ୍ଧାର

Redirected

ପୁନଃ ପ୍ରେଷିତ

Redress

ପ୍ରତିକାର କରିବା, ସଜାଡିବା

Redressal

ପ୍ରତିକାର, ପ୍ରତିବିଧାନ

Red-tapism

ଅମଲାତାନ୍ତ୍ରିକ ଧାରା/ଅବହେଳା

Reduction

କମତି, କାଟ, ହ୍ରାସ

Redundant

ଫାଲତୁ, ଅନାବଶ୍ୟକ

Re-employment

ପୁନର୍ନିୟୋଜନ, ପୁନଃନିଯୁକ୍ତି

Re-entry

ପୁନଃପ୍ରବେଶ

Refer

ପ୍ରସଙ୍ଗ ସୂଚାଇବା, ବିଚାରାର୍ଥ ପଠାଇବା, ଖୋଜି ଦେଖିବା, ଉଲ୍ଲେଖ କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App