ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reference

ପ୍ରସଙ୍ଗ, ପ୍ରସଙ୍ଗ ସୂଚନା, ବିଚାରର୍ଥ ପ୍ରେରଣ, ରେଫରେନ୍ସ (ଆଇନ)

Referral

ପ୍ରେରଣ

Refixation of pay

ବେତନ ପୁନଃ ସ୍ଥିରୀକରଣ

Reform

ସୁଧାରିବା, ସଂସ୍କାର କରିବା, ସଂସ୍କାର, ସୁଧାର, ଦୋଷ ଦୂରୀକରଣ

Refrain from

ବିରତ ହେବା

Refreshment

ଜଳଯୋଗ, ସତେଜତା

Refund

ଫେରସ୍ତ ଦେବା, ଫେରସ୍ତ, ପଇଠ

Refundable

ଫେରସ୍ତଯୋଗ୍ୟ, ପ୍ରତିଦେୟ

Refusal

ପ୍ରତ୍ୟାଖ୍ୟାନ, ମନା

Refuse

ଅଳିଆ, ଆବର୍ଜନା, ଉଦ୍ଦିଷ୍ଟ, ପ୍ରତ୍ୟାଖ୍ୟାନ କରିବା, ମନା କରିବା, ଆଗ୍ରାହ୍ୟ କରିବା

Refused leave

ଆଗ୍ରହ୍ୟ ଛୁଟି,

Refutation

ଖଣ୍ଡନ, ପ୍ରତ୍ୟାଖାନ

Regard

ସମ୍ମାନ, ଶ୍ରଦ୍ଧା, ଧ୍ୟାନଦେବା, ବିଚାର କରିବା, ହିସାବକୁ ନେବା

Region

ଅଂଚଳ, ସୀମାଙ୍କିତ କ୍ଷେତ୍ର

Regional

ଆଂଚଳିକ, କ୍ଷେତ୍ରୀୟ

Register

ରେଜିଷ୍ଟର, ଅଭିଲେଖ ବହି, ରେଜିଷ୍ଟ୍ରୀ କରିବା, ପଂଜୀକରଣ କରିବା

Registered

ରେଜିଷ୍ଟ୍ରୀକୃତ, ପଂଜିକୃତ

Registered office

ରେଜିଷ୍ଟ୍ରୀକୃତ କାର୍ଯ୍ୟାଳୟ, ପଂଜିକୃତ କାର୍ଯ୍ୟାଳୟ

Registering authority

ରେଜିଷ୍ଟ୍ରୀକରମ ଅଧିକାରୀ

Registrtion fee

ରେଜିଷ୍ଟ୍ରୀକରଣ ଶୁକ୍କ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App