ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Salvage and scrap

ପରିତ୍ୟକ୍ତ ଏବଂ ରଦି

Sample

ନମୁନା, ନମୁନା ନେବା

Sample checking

ନମୁନା ଯାଞ୍ଚ

Sample survey

ନମୁନା ସର୍ବେକ୍ଷଣ

Sampling

ନମୁନା ସଂଗ୍ରହ

Sanction

ମଞ୍ଜୁରି, ମଞ୍ଜୁର କରିବା,

Sanctioned budget

ସଂସ୍ୱୀକୃତ ବଜେଟ

Sanctioned budget estimate

ସଂସ୍ୱୀକୃତ ବଜେଟ ଅନୁମାନ

Sanctioned project

ମଂଜୁରିପ୍ରାପ୍ତ ପରିଯୋଜନା

Sanctioned strength

ସଂସ୍ୱୀକୃତ ସଂଖ୍ୟା

Sanctioning authority

ମଂଜୁରିଦାତା ପ୍ରାଧିକାରୀ

Sanctioning order

ମଂଜୁରୀ ଆଦେଶ

Sanctity

ପବିତ୍ରତା, ସୁଦ୍ଧତା

Sanitation

ସଫେଇ ବ୍ୟବସ୍ଥା

Satisfaction

ସନ୍ତୋଷ, ତୃପ୍ତି

Satisfactory

ସନ୍ତୋଷଜନକ, ଦୋଷଦାୟୀ

Saving clause

ଅପଦାବୀ ଖଣ୍ଡ

Savings scheme

ସଞ୍ଚୟ ଯୋଜନା

Scale

ମପାକ୍ରମ, ହାର, ସ୍ୱରକ୍ରମ, କାତି, ତରାକୁ, ନିକିତି, କାତି ଛଡ଼ା, ଚଢ଼ିବା, ମାପ କରିବା

Scale of pay

ବେତନ ହାର

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App