ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Suspense

ଅନିଶ୍ଚିତତା, ଉତ୍କଣ୍ଠା, ଅସମଂଜସ

Suspense account

ଅସମଂଜସ ହିସାବ

Suspension

ନିଲମ୍ବନ, ସାମୟିକ ବରଖାସ୍ତ

Suspension order

ନିଲମ୍ବନ ଆଦେଶ

Suspicion

ସନ୍ଦେହଜନକ, ସନ୍ଦେହୀ

Sustainable

ପୋଷଣୀୟ, ସହନୀୟ

Sustainable growth

ପୋଷଣୀୟ ବୃଦ୍ଧି

Sustained

ଅବିରତ, ଅବିରାମ

Swear

ଶପଥ ନେବା, ଶପଥ ଗ୍ରହଣ କରିବା

Swearing-in-ceremony

ଶପଥ ଗ୍ରହଣ କରିବା

Syllabus

ପାଠ୍ୟସୂଚୀ, ସିଲାବସ୍

Symbol

ପ୍ରତୀକ୍, ସଙ୍କେତ

Symmetry

ପ୍ରତିସାମ୍ୟ, ସୁନିନ୍ୟସ୍ତ, ସମରୂପତା, ଯଥାନୁପାତ

Sympathy

ସହାନୁଭୂତି, ସମବେଦନା, ଦରଦ

Sympathy strike

ସହାନୁଭୂତି ହଡତାଳ

Symposium

ଆଲୋଚନା ଚକ୍ର, ସଂପାନ

Symptom

ଲକ୍ଷଣ, ଚିହ୍ନ, ସଂକେତ

Synchronise

ଏକକାଳିନ ଧ୍ୱନି

Synopsis

ସାର ସଂକ୍ଷେପ, ବିଷୟ ସଂକ୍ଷେପ

Synthesis

ସଂଶ୍ଳେଶଣ, କୃତ୍ରିମ ବସ୍ତୁ ପ୍ରସ୍ତୁତି

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App