ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Scarcity

ଅପ୍ରଚୁରତା, ସ୍ୱଚ୍ଛ, ଅଭାବ

Scarcity area

ଅଭାବ ଗ୍ରନ୍ଥ କ୍ଷେତ୍ର

Scarcity of resources

କର୍ମ ସଂସାଧନ

Scenario

ପରିଦୃଶ୍ୟ

Schedule

ଅନୁସୂଚିତ କରିବା

Scheduled bank

ଅନୁସୂଚିତ ବ୍ୟାଙ୍କ

Scheduled caste

ଅନୁସୂଚିତ ଜାତି

Scheduled tribe

ଅନୁସୂଚିତ ଜନଚାତି

Schedule of demands

ଚାହିଦା ଅନୁସୂଚୀ

Schedule of supply

ଯୋଗାଣ ଅନୁସୂଚୀ

Scheme

ପରିକଳ୍ପନା, ଯୋଜନା, ପେଞ୍ଚ, ପରିକଳ୍ପନା କରିବା, ଯୋଜନା କରିବା, ଷଢ଼ଯନ୍ତ୍ର କରିବା

Scholarship

ବିଦ୍ୟାବୃତ୍ତି, ବଦ୍ ବତ୍ତା

Scientific management

ବିଦ୍ୟାଭଭିମାନୀ

Scope

ଅବକାଶ, ପରିସର, କାର୍ଯ୍ୟକ୍ଷେତ୍ର

Score

କୋଡ଼ିଏ, ହେତୁ, ଗଣନା, ପ୍ରାପ୍ତ ଅଙ୍କ, ଆଞ୍ଚୁଡ଼ା, କାଟିଦେବା, ରେଖା ଟାଣିବା, ପ୍ରାପ୍ତ ହେବା, (ଗୋଲ) ଦେବା

Score out

କାଟି ଦେବା

Scrap value

ରଦ୍ଦି ମୂଲ୍ୟ

Screening

ଚଳଚିତ୍ର ପ୍ରଦର୍ଶନ, ତଲାସ, ବଛାବଛି, ନିର୍ବାଚନ

Screening committee

ଅନୁସନ୍ଧାନ ସମିତି, ଜାଞ୍ଚ ସମିତି

Script

ଲିପି, ହାତଲେଖା, ଆଲେଖ, ପରୀକ୍ଷାର୍ଥୀର ଉତ୍ତର ଖାତା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App