ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Scrutinizer

ସବୀକ୍ଷକ, ତନଖିକାରୀ ବ୍ୟକ୍ତି

Scrutiny

ସମ୍ୟକ୍ଷା, ସଂବାକ୍ଷା, ତନଖି

Seal

ମୋହର, ମୁଦ୍ରା, ନାମମୁଦ୍ରା, ମୋହର କରିବା, ମୁଦ ଦେବା

Sealed

ମୋହରଯୁକ୍ତ, ମୁଦଦିଆ

Sealed tender

ମୁଦଦିଆ ଟେଣ୍ଡର, ନିବିଦା

Sealer

ମୁଦ୍ରାଙ୍କନ

Seal of office

ଅଫିସ ମୋହର, କାର୍ଯ୍ୟାଳୟ ମୋହର

Search

ତଲାସିବା, ଖୋଜିବା, ଅନ୍ୱେଷଣ

Search campaign

ତଲାସି ଅଯାନ

Search operation

ତଲାସି, ପ୍ରବର୍ତ୍ତନ

Search warrant

ତଲାସି ପରବାନା

Seasonal unemployment

ମୌସୁମୀ ବେରୋଜଗାରୀ, ମୌସୁମୀ ବେକାରୀ

Season ticket

ମିଆଦି ଟିକେଟ

Secondary

ଗୌଣତଃ, ମାଧ୍ୟମିକ, ପରବର୍ତ୍ତୀ, ସେକେଣ୍ଡାରୀ

Secondary education

ମାଧ୍ୟବିକ ଶକ୍ଷା

Secondary industry

ଦ୍ୱିତୀୟଶ୍ରେଣୀ ଶୀଳ୍ପ

Second class

ଦ୍ୱିତୀୟ ଶ୍ରେଣୀ

Secrecy

ଗୋପନୀୟତା, ରହସ୍ୟ

Secret

ଗୁପ୍ତ, ଗୋପନୀୟ, ରହସ୍ୟ, ଗୁପ୍ତ ତଥ୍ୟ

Secretarial

ସଚିବାଳୟୀ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App