ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Secretariat service

ସଚିବାଳୟୀ ସେବା

Secret ballot

ଗୁପ୍ତ ମମଦାନ

Secret cover

ଗୁପ୍ତ ଲିଫାଫା

Secret funds

ଗୁପ୍ତ ପାଣ୍ଠି, ଗୁପ୍ତନିଧି

Secret inquiry

ଗୁପ୍ତ ଜାଞ୍ଚ

Secret instruction

ଗୁପ୍ତ ଅନୁଦେଶ

Secret letter

ଗୁପ୍ତ ପତ୍ର

Section

ଉପବିଭାଗ, ପରିଚ୍ଛେଦ, ଭାଗ, ଧାରା, ପଦାଦିତ ବାହିନୀର ଏକ ଅଂଶ

Sector

ସେକ୍ଟର, ବୃତ୍ତଖଣ୍ଡ, କ୍ଷେତ୍ରକ

Secular

ଧର୍ମ ନିରପେକ୍ଷ

Security

ସୁରକ୍ଷା, ପ୍ରତିଭୂ, ପ୍ରତିଭୂତି, ନିରାପତ୍ତା, ନିର୍ଭୟତା

Security deposit

ପ୍ରିତଭୂ ଅମାନତ, ଅମାନତ ଜମା

Security instruction

ସୁରକ୍ଷା ଅନୁଦେଶ

Security measure

ସୁରକ୍ଷା ଉପାୟ

Segregate

ବିଭିନ୍ନ କରିବା, ଅଲଗା କରିବା

Seizure

ଅଭିଗ୍ରହଣ, କୋରଖ, ଜବତ, ବ୍ୟାଜ୍ୟାପ୍ତ, (ରୋଗ) ଆକସ୍ମିକ ଆକ୍ରମଣ

Select committee

ପ୍ରବତ୍ତ କମିଟି, ଅନୁସନ୍ଧାନ କମିଟି

Selection

ପ୍ରବରଣ, ବଛାବଛି, ମନୋନୟନ, ନିର୍ବାଚନ, ପସନ୍ଦ

Selection board

ପ୍ରବରଣ ମଣ୍ଡଳୀ, ବଛାବଛି ମଣ୍ଡଳୀ

Selection committee

ପ୍ରବରଣ କମିଟି, ବଛାବଛି କମିଟି

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App