ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Selection grade

ପ୍ରବରଣ ପଦକ୍ରମ

Selection post

ପ୍ରବରଣ ଡାକ, ମନୋନୟନ ଡାକ

Selection procedure

ଚୟନ ପ୍ରକ୍ରିୟା, ମନୋନୟନ ପ୍ରକ୍ରିୟା

Selection test

ମନୋନୟନ ପରୀକ୍ଷା, ଚୟନ ପରୀକ୍ଷା

Select list

ମନୋନୟନ ସୂଚୀ, ଚୟନ ସୀଚୀ

Self-appraisal (self-assessment)

ସ୍ୱମୂଲ୍ୟାଙ୍କନ

Self-confidence

ଆତ୍ମ-ପ୍ରତ୍ୟୟ, ଆତ୍ମବିଶ୍ୱାସ

Self-contained note

ସ୍ୱତ୍ଃପୂର୍ଣ୍ଣ ନୋଟ, ସ୍ୱୟଂସମ୍ପୂର୍ଣ୍ଣ ତାଲିକା

Self-employment

ଆତ୍ମ-ନିଯୁକ୍ତି

Self-explanatory

ସ୍ୱତଃପ୍ରାଂଜଳ, ସ୍ୱତଃସ୍ପଷ୍ଟ

Self-government

ସ୍ୱାୟତ୍ତ ଶାସନ, ସ୍ୱଶାସନ

Semester

ବର୍ଷାର୍ଦ୍ଧ ପାଠ୍ୟକ୍ରମ, ଷାଣ୍ମାସିକ ପାଠ୍ୟକ୍ରମ, ସେମେଷ୍ଟର୍

Semi-autonomous

ଅର୍ଦ୍ଧସ୍ୱାୟତ୍ତ, ଅର୍ଦ୍ଧ ସ୍ୱୟଂଚାଳିତ

Seminar

ପାଠଚକ୍ର, ଆଲୋଚନା ଚକ୍ର, ସଂଗୋଷ୍ଠୀ

Semi-skilled labour

ଅର୍ଦ୍ଧକୁଶଳୀ

Senate

ସିନେଟ୍, ଅଧିସଭା, ବରିଷ୍ଠ ସଭା

Sender

ପ୍ରେରକ, ପ୍ରେଷକ

Senior

ଜ୍ୟେଷ୍ଠ, ବରିଷ୍ଠ, ଉଚ୍ଚତର, ପଦବୀଧାରୀ, ସନିୟର୍

Senior administrative grade

ବରିଷ୍ଠ ପ୍ରଶାସବର୍ଗ

Senior grade

ବରିଷ୍ଠ ସଦସ୍ୟ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App