ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Service

ସେବା, ପରିବେଷଣ, ଜାରି, ମରାମତି, ସରକାରୀ କାମ

Serviceable

ସେବାଯୋଗ୍ୟ, କାର୍ଯ୍ୟୋପଯୋଗୀ

Service book

ସେବା ପୁସ୍ତକ

Service conditions

ସେବା-ସର୍ତ୍ତ, ଚାକିରୀ ସର୍ତ୍ତ

Service contract

ସମତ ତାଲିମ, ସମନ ଜାରି

Service of summon

ସମନ ତାଲିମ, ସମନ ଜାରି

Service postage stamp

ସରକାରୀ ଡାକ-ଟିକଟ

Service record

ସେବା ରୋକର୍ଡ

Service roll

ସେବା ନାମାବଳୀ, ସେବା-ବୃତ୍ତ

Service rules

ସେବା ନିୟମ

Service verification

ସେବା ସତ୍ୟାପନ

Session

ଦୀର୍ଘ, କାରାବାସ, ଅଧିବେଶନ, ସତ୍ର, ଅଦାଲତର ବୈଠକ, ଶିକ୍ଷାବର୍ଷ

Session of parliament

ସଂସଦ ପତ୍ର, ସଂସଦ ଅଧିବେଶନ

Set

ଖରିତ କରବା, ବସାଇବା, ସ୍ଥିର କରିବା, ଅସ୍ତ ହେବା, ବିନିଯୋଗ କରିବା, ବସାମ, ସଜ, ସମୁଦାୟ, ଦୃଢ଼ବଦ୍ଧ, ସ୍ଥିରୀକୃତ, ସଂକଳ୍ପିତ, ଖଚିତ, ବିନ୍ୟାସ, ଅପରିବର୍ତ୍ତିତ, ପୂର୍ବପ୍ରସ୍ତୁତ

Set aside

ଅଗ୍ରାହ୍ୟ କରିବା, ନାପସନ୍ଦ କରିବା

Settlement

ବ୍ୟବସ୍ଥା, ବନ୍ଦୋବସ୍ତ, ବସତି ସ୍ଥାପନ, ମୀମାଂସା, ରାଜିନାମା, ସ୍ଥିରୀକରଣ, ଋଣ ପରିଶୋଧ

Set-up

ଗଠନ କରିବା, ବ୍ୟବସ୍ଥା କରିବା, ଗଠନ, ବ୍ୟବସ୍ଥା, ପ୍ରତିଷ୍ଠା

Severally

ପୃଥକ୍ ଭାବରେ

Severance of relatiions

ସଂବନ୍ଧ ବିଚ୍ଛେଦ

Severe action

କଠୋର କାର୍ଯ୍ୟ, କଠୋର ଆଚରଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App