ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Sewage

ମଇଳା ପାଣି, ନାଳବାହିତ ଆବର୍ଜନା

Sex

ଲିଙ୍ଗ, ଯୋନି, ଯୌନ, ଯୌନ ସମ୍ବନ୍ଧୀୟ

Sex discrimination

ଲିଙ୍ଗ ଭେଦଭାବ

Share

ଅଂଶ, ଭାଗ, ଲଙ୍ଗଳ ଫାଳ, ଅଂଶଧନ, ଭାଗ କରିବା, ସହଭାଗୀ ହେବା

Share holder

ଅଂଶୀଦାର

Sharing

ସହଭାଜନ, ଅଂଶଭାଜନ

Shift

ପାଳି, ସ୍ଥାନାନ୍ତରଣ, ଚାଲ୍, ସ୍ଥାନାନ୍ତର କରିବା, ବଦଳାଇବା, କୌଶଳ କରିବା, ଚଳିଯିବା

Shifting

ସାନାନ୍ତାରମ, ଲବଣ, ପରିବର୍ତ୍ତନ

Shift system

ପାଳି ପଦ୍ଧତି

Shift transfer

ପାଳି ବଦଳ

Shortage

କମତି, ଅଭାବ, ନଅଣ୍ଟ

Shortage of manpower

ଅଭାବ ଲୋକଶକ୍ତି, ନଅଣ୍ଟ ଜନଶକ୍ତି

Shortfall

ନଅଣ୍ଟ କମତି

Shorthand

ଆଶୁଲିପି, ସର୍ଟହେଣ୍ଡ

Short leave

ଚୂଡ଼ାନ୍ତ ମନୋନୟନ ତାଲିକା, ଅଳ୍ପାବଧି ଛୁଟି

Shortlist

ଲଘୁସୂଚୀ

Short notice

ସାମାନ୍ୟ ସୂଚନା, ସ୍ୱଳ୍ପକାଳୀନ ସୂଚନା

Short staffed

କମଷ୍ଟାଫ ଯୁକ୍ତ

Short term

ସ୍ୱଳ୍ପମିଆଦୀ, ସ୍ୱଳ୍ପକାଳୀନ

Short-term-course

ସ୍ୱଳ୍ପକାଳୀନ ପାଠ୍ୟକ୍ରମ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App