ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567892930Next >

Sabbatical leave

ସବେଟିକାଲ ଛୁଟି, ଶିକ୍ଷକ ଭ୍ରମଣ ଛୁଟି (ଗବେଷଣାର୍ଥ)

Sabotage

ଅନ୍ତର୍ଘାତୀ କାର୍ଯ୍ୟ, ଅନ୍ତର୍ଧ୍ୱଂସ, ଅନ୍ତର୍ଘାତୀ କରିବା, ଅନ୍ତର୍ଧ୍ୱଂସ କରିବା, ପଣ୍ଡ କରିଦେବା

Sack

ଅଖା, ବସ୍ତା, ଲୁଟ୍, ବସ୍ତାରେ ରଖିବା, ଦରଖାସ୍ତ କରିବା, ଲୁଟିବା, ଧ୍ୱଂସ କରିବା

Safe

ନିରାପଦ, ସୁରକ୍ଷିତ, ଅକ୍ଷତ, ଲୁହା ସିନ୍ଦୁକ

Safe custody

ନିରାପଦ ଅଭିରକ୍ଷା

Safeguarding

ନିରାପଦ ରଖିବା

Safety

ନିରାପଦ, ସୁରକ୍ଷା, ବିପଦମୁକ୍ତି

Safety device

ସୁରକ୍ଷା ସାଧନ

Safety regulations

ସୁରକ୍ଷା ଆଇନ, ସୁରକ୍ଷା ବ୍ୟବସ୍ଥାପନ

Salaried class

ବେତନଭୋଗ୍ୟ ବର୍ଗ

Salary

ବେତନ, ଦରମା

Salary cheque

ଦରମା ଚେକ୍, ବେତନ ଚେକ୍

Salary deduction

ଦରମା କାଟ, ଦରମା ବିୟୋଗ

Salary review

ଦରମା ସମୀକ୍ଷା

Salary structure

ଦରମା ସଂରଚନା

Sale deed

କବଲା, ବିକ୍ରୟ ଦଲିଲ୍

Sales department

ବିକ୍ରୟ ବିଭାଗ

Sales tax

ବିକ୍ରି କର

Salient

ପ୍ରମୁଖ, ମୁଖ୍ୟ, ପ୍ରଧାନ, ଉଲ୍ଲେଖଯୋଗ୍ୟ

Salvage

ଧ୍ୱଂସୋଦ୍ଧାର, ଉଦ୍ଧାର କରିବା,
< previous1234567892930Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App