ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Training college

ପ୍ରଶିକ୍ଷଣ ମହାବିଦ୍ୟାଳୟ

Training division

ପ୍ରଶିକ୍ଷଣ ବିଭାଗ

Training institute

ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟ୍

Training period

ପ୍ରଶିକ୍ଷଣ କାଳ

Training programme

ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Training unit

ପ୍ରଶିକ୍ଷଣ ଏକକ

Trait

ବିଶେଷତା, ଚାରିତ୍ରିକ ବୈଶିଷ୍ଟ୍ୟ

Traitor

ଦେଶଦ୍ରୋହୀ, ବିଶ୍ୱାସଘାତକ

Tranquility

ପ୍ରଶାନ୍ତି, ସ୍ଥିରତା, ଅବଚଳିତତା

Transaction

ଦେଣନେଣ, କାରବାର, କାର୍ଯ୍ୟ ସମ୍ପାଦନ, ନିର୍ବାହ

Transaction of business

କାରବାର ସଂଚାଳନ, କାରବାର ସଂପାଦନ

Transcription

ପ୍ରତିଲେଖନ, ଅନୁଲେଖନ

Transfer

ବଦଳି

Transferable goods

ହସ୍ତାନ୍ତର ଯୋଗ୍ୟ ବସ୍ତୁସମୂହ

Transfer entry

ବଦଳି ପ୍ରବିଷ୍ଠ

Transfer fee

କାର୍ଯ୍ୟସଂପାଦନ ମୁଳକ, ବଦଳୀ ମୂଳକ

Transfer memorandum

ହସ୍ତାନ୍ତରଣ ଜ୍ଞାପନ

Transfer on deputation

ପ୍ରତିନିଯୁକ୍ତି ବଦଳି

Transfer order

ବଦଳି ଆଦେଶ

Transformation

ରୁପାନ୍ତରଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App