ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Travelling concession

ଯାତ୍ରା ରିହାତି

Treachery

ବିଶ୍ୱାସଘାତକତା, ଦଗାବାଜି

Treason

ରାଜଦ୍ରୋହ, ବିଶ୍ୱାସ ଭଙ୍ଗ

Treasury

କୋଷାଗାର, ଟ୍ରେଜେରି

Treasury bench

ଶାସନ ପକ୍ଷ

Treasury deposit recipt(T.D.R.)

ଟ୍ରେଜେରି ଜମା ରସିଦ

Treasury receipt

ଟ୍ରେଜେରି ରକ୍ଷୀ, କୋଷାଗାର ରକ୍ଷୀ

Treasury voucher

ଟ୍ରେଜେରୀ ଭାଉଚର

Treat

ଚିକିତ୍ସା କରିବା, ବ୍ୟବହାର କରିବା, ଗଣ୍ୟ ଦେବା,

Treaty

ସନ୍ଧି

Treaty of extradition

ପ୍ରତ୍ୟର୍ପଣ ସନ୍ଧି

Trek

ଦୁର୍ଗମ ପଦଯାତ୍ରା

Trend

ପ୍ରବୃତ୍ତି, ଧାରା, ମୁହାଁଇବା

Trespass

ଅନଧିକାର ପ୍ରବେଶ, ଅନଧିକାର ପ୍ରବେଶ କରିବା

Trial

ବିଚାରଣ, ପରୀକ୍ଷା, ଚେଷ୍ଟା

Trial balance

ଶେଷ ପରୀକ୍ଷଣ

Trial period

ପରୀକ୍ଷଣ ସମୟ

Tribal area development

ଆଦିବାସୀ କ୍ଷେତ୍ର ବିକାସ

Tribal welfare

ଆଦିବାସୀ କଲ୍ୟାଣ

Tribe

ଆଦିବାସୀ, ଜନଜାତି

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App