ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Technical skill

ବୈଷୟିକ କୌଶଳ

Technical term

ବୈଷୟିକ ଶବ୍ଦ

Technical training

ବୈଷୟିକ ପ୍ରଶିକ୍ଷଣ

Technician

ପ୍ରାଯୁକ୍ତିକ, ବିଷୟ-ବିଦ୍

Technique

କୌଶଳ, ପ୍ରୟୋଗ କୌଶଳ

Technocracy

ପ୍ରବିଧି ତନ୍ତ୍ର, ପ୍ରଯୁକ୍ତ ତନ୍ତ୍ର

Technocrat

ପ୍ରଯୁକ୍ତବିଦ୍

Technological

ପ୍ରଯୁକ୍ତିକ

Technologist

ପ୍ରଯୁକ୍ତବିଦ୍, ପ୍ରୟୋଗ ବିଦ୍ୟାବିଦ୍

Technology

ପ୍ରଯୁକ୍ତି ବିଦ୍ୟା, ପ୍ରୟୋଗ ବିଜ୍ଞାନ

Telebanking

ଦୁର ବ୍ୟାଂକିଙ୍ଗ

Telegram

ତାରବାର୍ତ୍ତା, ଦୂରବାର୍ତ୍ତା ପଠାଇବା, ତାର, ଦୂରଲେଖ

Telegraphic address

ତାର ଠିକଣା

Telegraphy

ତାର

Teleprinter message

ତାର ସମ୍ବାଦ/ସନ୍ଦେଶ

Television

ଦୁରଦର୍ଶନ, ଟେଲିଭିଜନ, ଟି.ଭି.

Teleworking

ଦୁର କାର୍ଯ୍ୟ, ତାର କାର୍ଯ୍ୟ

Telex

ଟେଲେକ୍ସ

Teller

କଥକ, ଗଣନାକାରୀ, ଗଣନକ

Temper

ମିଜାଜ୍, ମନୋସ୍ଥିତି, କୋପ, ନରମା କରିବା, ପାଣି ଦେବା, ଶାନ୍ତକରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App