ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Terms and conditions

ନିବନ୍ଧନ, ଓ ସର୍ତ୍ତ

Terms of delivery

ହସ୍ତନ୍ତର ସର୍ତ୍ତ

Terms of reference

ନିର୍ଦ୍ଦେଶ ନିବନ୍ଧନ

Terms of service

ଚାକିରି ସର୍ତ୍ତ, ସେବା ସର୍ତ୍ତ

Territory

ରାଜ୍ୟକ୍ଷେତ୍ରୀୟ, ପ୍ରାଦେଶିକ

Terror

ସନ୍ତ୍ରାସ, ଆତଙ୍କ

Terrorism

ସନ୍ତ୍ରାସବାଦ, ଆତଙ୍କବାଦ

Terrorist

ସନ୍ତ୍ରାସବାଦୀ, ଆତଙ୍କବାଦୀ

Tertiary benefit

ତୃତୀୟକ ଲାଭ

Test

ପରୀକ୍ଷଣ, କଷଟି, ନମୁନା, ପରଖିବା, ପରୀକ୍ଷା କରିବା

Testament

ଇଚ୍ଛାପ୍ତର, ରସିୟତନାମା

Test charge

ପରିକ୍ଷଣ ଖର୍ଚ୍ଚ

Test check

ନମୁନା ଯାଞ୍ଚ

Tester

ପରୀକ୍ଷାର୍ଥୀ

Testify

ପ୍ରମାଣିତ କରିବା, ସାକ୍ଷ୍ୟ ଦେବା

Testimonial

ପ୍ରଶଂସାପତ୍ର, ଚାରିତ୍ରିକ ପ୍ରମାଣପତ୍ର

Testimony

ପରିସାକ୍ଷ୍ୟ, ତଥ୍ୟ ପ୍ରକାଶ

Testing report

ପରୀକ୍ଷଣ ବିବରଣୀ

Text

ପାଠ୍ୟ, ମୂଳପାଠ, ପାଠ

Thankful

କୃତଜ୍ଞ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App