ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891516Next >

Tab folder

ଟେବ ଫୋଲଡର

Table

ମେଜ, ବେବୁଲ, ସାରଣୀ, ତାଲିକା, ମେଜ ଉପରେ ରଖିବା, ଉପସ୍ଥାପନ କରିବା, ଆଗତ କରିବା

Tableau

ପ୍ରଜ୍ଞାପନ ମେଢ଼

Table of contents

ବିଷୟ ସାରଣୀ

Table of the house

ସଦନ ପଟ୍ଟଳ, ଗୃହ ପଟ୍ଟଳ

Tabular

ସାରଣୀବଦ୍ଧ, ତାଲିକାବଦ୍ଧ

Tabulated statement

ସାରଣୀଭୁକ୍ତ ବିବରଣ

Tabulation

ସାରଣୀକରଣ

Tabulator

ସାରଣୀକାର, ସାରଣୀ-ଲିପିକ

Tackle

କୌଶଳରେ ସମାଧାନ କରରିବା, ମୁକାବିଲା କରିବା, ଅକ୍ତିଆରରେ ରଖିବା

Tact

ଚତୁରତା, ବ୍ୟବହାର କୌଶଳ

Tactful

ସୁଚତୁର, ବ୍ୟବହାର-କୁଶଳ, କୌଶଳ

Tactic

ରଣଚାତୁରୀ, ଚାତୁର୍ଯ୍ୟ, କୌଶଳ

Tag

ଟ୍ୟାଗ୍, ଟ୍ୟାଗ୍ କରିବା, ନଥି କରିବା

Take home pay

ହାତ- ଦରମା

Take over

କାର୍ଯ୍ୟଭାର ନେବା, ଦାୟିତ୍ୱବହନ କରିବା

Talented

ପ୍ରତିଭାଶାଳୀ, ସୁଦକ୍ଷ, କର୍ମଦକ୍ଷ

Talent search

ପ୍ରତିଭା ଅନ୍ୱେଷଣ

Tally

ମେଳ କରିବା, ମେଳ ଖାଇବା, ମେଳ

Tally card

ମେଳ କାର୍ଡ
< previous1234567891516Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App