ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Visa

ଭିସା, ପ୍ରବାସାଜ୍ଞା, ପ୍ରବେଶ ପତ୍ର

Vis-a-vis

ମୁହାମୁହିଁ, ତୁଳନାରେ

Visit

ଦେଖିବାକୁ ଯିବା, ଭେଟିବାକୁ ଯିବା, ପରିଦର୍ଶନ କରିବା, ପରିଦର୍ଶନ

Visiting hours

ଭେଟ ସମୟ, ଭେଟ ବେଳା

Visitor

ପରିଦର୍ଶକ, ଦର୍ଶକ, ଅଭ୍ୟଗତ, ଆଗନ୍ତୁକ, ଦର୍ଶନାର୍ଥୀ

Visitor’s book

ପରିଦର୍ଶକ ପୁସ୍ତିକା

Visitor’s gallery

ଦର୍ଶକ ବୀଥୀ, ଦର୍ଶକ କକ୍ଷ

Visual

ଦୃଶ୍ୟମାନ, ଚାକ୍ଷୁଷ, ଦୃଷ୍ଟିଗତ

Visual display

ଦୃଶ୍ୟ ପ୍ରଦର୍ଶନ

Visual inspection

ଦୃଶ୍ୟ ନିରୀକ୍ଷଣ

Visualize

କଳ୍ପନା କରିବା, ମନରେ ରୂପାୟନ କରିବା, ଦୃଷ୍ଟିଗତ ହେବା

Visual publicity

ଦଶ୍ୟ ପ୍ରଚାର

Vital

ଜୀବନପ୍ରଦ, ଅତି ଗୁରୁତ୍ୱପୂର୍ଣ୍ଣ

Vitality

ସଜୀବତା, ଜୀବନ ଶକ୍ତି

Vital part

ମର୍ମସ୍ଥଳ, ଅତି ଗୁରୁତ୍ୱପୂର୍ଣ୍ଣ ଅଂଗ

Vital service

ଜୀବନପ୍ରଦ ସେବା

Vital statistics

ନାରୀର ଦୃଶ୍ୟମାନ ଅଙ୍ଗର ମାପ, ଜନ୍ମମୃତ୍ୟୁ ବିବାହ ଆଦିର ପରିସଂଖ୍ୟାନ

Viva voce

ମୌଖିକ, ମୌଳିକ ପୀରୀକ୍ଷା

Vivid

ବିଶଦ, ପ୍ରାଣବନ୍ତ, ସୁସ୍ପଷ୍ଟ

Viz.

ଅର୍ଥାତ୍, ଯଥା, ଅନ୍ୟ ଭାଷାରେ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App