ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Vocabulary

ଶବ୍ଦଭଣ୍ଡାର, ବ୍ୟବହୃତ ଶବ୍ଦାବଳୀ

Vocal

ସ୍ୱରଯୁକ୍ତ, ସସ୍ୱର, ବାଚିକ

Vocation

ଧନ୍ଦା, ବୃତ୍ତି, ପେଶା

Vocational

ଧନ୍ଦାମୂଳକ, ବୃତ୍ତିଗତ

Vocational guidance

ଧନ୍ଦାମୂଳକ ମାର୍ଗଦର୍ଶନ

Vocational training

ଧନ୍ଦାମୂଳକ ପ୍ରଶିକ୍ଷଣ

Voice

ସ୍ୱର, ଧ୍ୱନି, ମତାମତ

Void

ଶୂନ୍ୟ, ବ୍ୟର୍ଥ, ଅସିଦ୍ଧ

Volume

ଗ୍ରନ୍ଥଖଣ୍ଡ, ଆୟତନ, ସ୍ୱରମାତ୍ରା

Voluminous

ବିଶାଳକାୟ, ବିପୁଳ, ବୃହଦକାୟ

Voluntary

ସେଚ୍ଛାକୃତ, ସ୍ୱେଚ୍ଛା ପ୍ରଣୋଦିତ

Voluntary agency

ସ୍ୱେଚ୍ଛାସେବୀ ସଂଗଠନ

Voluntary settlement

ସେଚ୍ଛାକୃତ ବନ୍ଦୋବସ୍ତ

Voluntary work

ସେଚ୍ଛାକୃତ କାର୍ଯ୍ୟ

Volunteer

ସ୍ୱେଚ୍ଛାସେବୀ

Votable

ଭୋଟଯୋଗ୍ୟ

Vote

ଭୋଟ, ମତଦାନ, ଭୋଟ ଦେବା, ମତଦାନ କରିବା

Voted

ପ୍ରଦର ମତ

Vote of censure

ନିନ୍ଦାପ୍ରସ୍ତାବ, ପରନିନ୍ଦା ପ୍ରସ୍ତାବ

Vote of thanks

ଧନ୍ୟବାଦ ପ୍ରସ୍ତାବ, ଧନ୍ୟବାଦ୍ୟ ଅର୍ପଣ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App