ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567Next >

Vacancy

ଶୂନ୍ୟସ୍ଥାନ, ଶୂନ୍ୟତା

Vacant post

ଶୂନ୍ୟପଦ, ରିକ୍ତ ପଦ

Vacate

ଖାଲି କରିବା, ଶୂନ୍ୟ କରିବା

Vacation

ଅବକାଶ, ଛୁଟି

Vacation pay

ଛୁଟି ବେତନ

Vacuum

ଶୂନ୍ୟତା, ନିର୍ବାତ ସ୍ଥାନ

Vague idea

ଅସ୍ପଷ୍ଟ ବିଚାର, ଅନିର୍ଦ୍ଦିଷ୍ଟ ବିଚାର

Valedictory address

ବିଦାୟକାଳୀନ ଭାଷଣ

Valedictory function

ସମାପନ ସମାରୋହ

Valedictory session

ସମାପନ ସତ୍ର

Valid

ବୈଧ, ନ୍ୟାଯ୍ୟ, ଆଇନସମ୍ମତ

Valid argument

ବୈଧଯୁକ୍ତି, ଆଇନସମ୍ମତ ଯୁକ୍ତିତର୍କ

Validity date

ବୈଧତା ତାରିଖ, ନିଧିମାନ୍ୟତା ତାରିଖ

Valid reason

ବୈଧ କାରଣ

Valuation

ମୂଲ୍ୟବାନ୍ ମୂଲ୍ୟାଙ୍କନ, ମୂଲ୍ୟ

Valuation certificate

ମୂଲ୍ୟାଙ୍କନ ପ୍ରମାଣପତ୍ର

Valuation report

ମୂଲ୍ୟାଙ୍କନ ରିପୋର୍ଟ

Value

ମୂଲ୍ୟ, ଗୁରୁତ୍ୱ

Valuer

ମୂଲ୍ୟାଙ୍କକ, ଦର ନିର୍ଦ୍ଧାରକ

Variable

ପରିବର୍ତ୍ତନୀୟ, ପରିବର୍ତ୍ତନଶୀଳ
< previous1234567Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App