ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Warrant

ପରବାନା, ୱାରଣ୍ଟ, ଆଜ୍ଞାପତ୍ର, ଔଚିତ୍ୟ ପ୍ରମାଣ କରିବା

Warranty

ନିର୍ଭରତା ପତ୍ର, ବିକ୍ରି ବସ୍ତୁର ଜାମିନ୍ ନାମା

Washing allowance

ଧୂଲେଇ ଭତ୍ତା

Wastage

ଅପଚୟ, ନଷ୍ଟ, କ୍ଷୟ

Waste land

ପତିତ ଜମି, ବଂଜର ଭୂମି, ବନ୍ଧ୍ୟାଭୂମି

Waste paper basket

ରଦ୍ଦି କାଗଜ ଟାଙ୍ଗୁଡି

Watch

ଘଡି, ପ୍ରହର, ପହରାଦାରି, ନଜର, ଜଗିବା, ନଜର ରଖିବା

Watch and ward

ରକ୍ଷା ପ୍ରହରା

Water proof

ଜଳରୋଧକ

Water supply

ଜଳ ଯୋଗାଣ

Way bill

ଯାତ୍ରା ତାଲିକା, ଦ୍ରବ୍ୟ ତାଲିକା

Ways

ଉପାୟ

Ways and means

ସାଧନୋପାୟ, ଅର୍ଥାଗମ ପନ୍ଥା

Ways and means committee

ସାଧନୋପାୟ, ଅର୍ଥାଗମ ପନ୍ଥା ସମିତି

Wear and tear

ବ୍ୟବହାରଜନିତ କ୍ଷୟ

Weathering

ପାଣିପାଗ, ପାଗ

Weeding

ଅଗଛା ବଛେଇ

Weed out

ବାଛିବା

Weekly report

ସପ୍ତାହିକ ରିପୋର୍ଟ, ସପ୍ତାହିକ ବିବରଣୀ

Weigh

ଓଜନ କରିବା, ବିବେଚନା କରିବା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App