ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Zonation

ମଣ୍ଡଳନ

Zone

ମଣ୍ଡଳ, ଅଞ୍ଚଳ

Zone of elongation

ଲମ୍ବନଅଞ୍ଚଳ, ପ୍ରଲମ୍ବବନ୍ଧ, ଦୀର୍ଘାକରଣ ଅଞ୍ଚଳ

Zonorate

କ୍ଷେତ୍ର ଛିଦ୍ରକୀ

Zoo chore

ପ୍ରାଣୀ ପ୍ରକୀର୍ଣ୍ଣ, ପ୍ରାଣୀ ବିକୀର୍ଣ୍ଣ

Zoo gamete

ଚଳ ଯୁଗ୍ମନ

Zooid

ଜୀବକ

Zooidiogamy

ଜୀବକ ଯୁଗ୍ମନ

Zoophagous

ପ୍ରାଣୀ ଭକ୍ଷୀ

Zoophilic

ପ୍ରାଣୀରାଗୀ, ପ୍ରାଣୀ ଅନୁରାଗୀ

Zoophilous

ପ୍ରାଣୀ ପରାଗିତ

Zoo phyte

ପ୍ରାଣୀଜ-ଉଦ୍ଭିଦ

Zoo plankton

ପ୍ଲବପ୍ରାଣୀ

Zoosporangium

ଚଳ ବୀଜାଣୁଧାନୀ, ଚଳରେଣୁ ପେଟୀ

Zoo spore

ଚଳ ରେଣୁ, ଚର ରେଣୁ

Zygogamous

ଜଆଇଗୋଯୁଗ୍ମନୀ, ଗଣ୍ଡଯୁଗ୍ମନୀ

Zygogamy

ଜାଇଗୋଯୁଗ୍ମନ, ଗଣ୍ଡଯୁଗ୍ମନ

Zygomorphic

ଏକ ବ୍ୟାସ ସମମିତ, ଏକାର୍ଦ୍ଧସମ, ଏକ ସଂମିତୀୟ

Zygomorphy

ଏକ ବ୍ୟାସ ସମମିତ

Zygonema

ଜାଇଗୋନେମା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App