ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Aciphyllus

ସୂଚି-ପତ୍ରୀ

Aconitase

ଆକୋନିଟେଜ

Acospore

ଶୁକରେଣୁ

Accquired

ଉପାର୍ଜିତ, ଲବ୍ଧ

Acquired character

ଲବ୍ଧ ଗୁଣ

Acquired adaptation

ଲବ୍ଧ ଉପଯୋଜନ

Acquired variation

ଲବ୍ଧ ବିଭିନ୍ନତା

Acquired immunity

ଲବ୍ଧ ବ୍ୟାଧିରୋଧିତା

Acrid

କଟୁ, ତିକ୍ତ, ଉଗ୍ର

Acrocentric chromosome

ଅଗ୍ରସେଣ୍ଟ୍ରୋମେରୀ ଗୁଣସୁତ୍ର

Acrodromous venation

ଅଗ୍ରେ ସଂଯୁତି ସିରା ସିରାବିନ୍ୟାସ

Acrocarpic (syn.acrocarpous)

ଅଗ୍ରଫଳୀ

Acrogamous

ଅଗ୍ରଯୁଗ୍ମକୀୟ

Acrogamy

ଅଗ୍ରଯୁଗ୍ମନ

Acrogen

ଅଗ୍ରଜାତ

Acrogenous

ଅଗ୍ରଜନ୍ମିତ

Acrogynae

ଗର୍ଭଶୀର୍ଷକ

Acroscopic

ଅଗ୍ରୋନ୍ମୁଖ

Acrospore

ଅଗ୍ରରେଣୁ

Acrosporous

ଅଗ୍ରରେଣୁକତା

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App