ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891415Next >

Dactyloid

ଅଙ୍ଗୁଲ୍ୟାକାର

Damping off

ଆର୍ଦ୍ରମରଣ

Dark break

ଅନ୍ଧକାର ଭଙ୍ଗ

Dark reaction

ଆଲୋକଯୁକ୍ତ ପ୍ରକ୍ରିୟା

Daghter cell

ଅପତ୍ୟ କୋଷ

Daghter chromosome

ଅପତ୍ୟ ଗୁଣସୂତ୍ର

Daghter cocnobium

ଅପତ୍ୟ ସମଣ୍ଡଳ

Daghter colony

ମଣ୍ଡଳୀ, ଅନୁଜାତ ମଣ୍ଡଳୀ

Daghter cyst

ଅପତ୍ୟ ପୁଟୀ, ଅପତ୍ୟ କୋଷ୍ଟିକା, ଅପତ୍ୟ ସିଷ୍ଟ

Day neutral plant

ଦିବା କ୍ଲିବୀ ଉଦ୍ଭିଦ

Deamination

ନିଃ-ଆମୋନିକରଣ

Decapitation

ଶୀର୍ଷଛେଦନ, ନିଃଶୀର୍ଷନ

Decay

କ୍ଷୟ, ମୁଣ୍ଡକାଟ

Decandrous

ଦଶ ପୁଂକେଶରୀ

Decoction

କ୍ୱାଥ‍୍

Deciduous

ପତ୍ରମୋଚୀ, ଋତୁପାତୀ

Declinate

ଅଧୋନତ

Decomposer

ଅପଘଟକ

Decompound

ବହୁବିଭକ୍ତି

Decumbent

ପାର୍ଶ୍ୱାରୋହୀ
< previous1234567891415Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App