ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891819Next >

Hfr strain

ଏଚ,ଏଫ ଆର ଷ୍ଟ୍ରେନ୍‌

Habit

ପ୍ରକୃତି, ସ୍ୱଭାବ, ଆଚରଣ

Habitable

ବାସଉପଯୋଗୀ

Habitat

ପରିପାର୍ଶ୍ଵ, ପରିବେଶ

Habitation

ବାସସ୍ଥାନ, ବାସସ୍ଥଳୀ

Hardocentric

ଜାଇଲେମ୍‌କେନ୍ଦ୍ରୀ, ଦାରୁକେନ୍ଦ୍ରୀ

Heamatoxylene

ରକ୍ତଗରଳୀୟ, ହେମାଟୋକ୍ସିଲିନ୍‌

Half life period

ଅର୍ଦ୍ଧଜୀବନକାଳ, ହାପ-ଲାଇଫ-ପିରିଅଡ଼

Hair

ଲୋମ୍‌, କେଶ

Hair-branched

ଶାଖୀଲୋମ

Hair-forked

ଶାଖାଯୁକ୍ତ ଲୋମ

Hair-multicellular

ବହୁକୋଶୀଲୋମ

Hair,stellate

ତାରକୀଲୋମ

Hair,unicellular

ଏକକୋଷୀ ଲୋମ

Hairy

ଲୋମଶ

Halic

ଲବଣୀୟ, ଲୁଣି

Halobion

ସାମୁଦ୍ରିକ ଉଦ୍ଭିଦ

Halicole

ଲୁଣିବାସୀ

Halo

ପ୍ରଭା

Halochromism

ଲବଣ ବର୍ଣ୍ଣତା
< previous1234567891819Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App