ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Jacket

ଚୋଳ

Jacket layer

ଚୋଳକ, ଚୋଳ ପ୍ରସ୍ଥ

Jaculator

ବିକ୍ଷେପକ

Janus green

ଜାନସ୍‍ ଗ୍ରୀନ୍‍, ଦ୍ୱିମୁଖୀ ସବୁଜ

Jarovisation

ବସନ୍ତୀକରଣ

Jarring effect

କର୍କଶ ପ୍ରଭାବ

Jet

ଜେଟ୍‍, କ୍ଷିପ୍ର

Joint

ସନ୍ଧି, ଯୋଡ଼

Joint farming

ସମ୍ମିଳିତ କୃଷି, ଯୁଗ୍ମକୃଷି

Jointed

ଗ୍ରନ୍ଥିଳ

Jointed stem

ଗ୍ରନ୍ଥିଳ କାଣ୍ଡ

Juice

ରସ

Jungermaniales

ଜୁଙ୍ଗରମାନି ଆଲିସ

Jurassic period

ଜୁରାସିକ୍‍ କଳ୍ପ

Juvenile

କିଶୋର

Juvenile phase

କିଶୋରାବସ୍ଥା

Juvenile stem

କିଶୋରକାଣ୍ଡ

Juxtaposition

ସାନିଧ୍ୟ

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App