ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

Karyo

ନ୍ୟଷ୍ଟି

Karyogamy

ନ୍ୟଷ୍ଟି ଯୁଗ୍ମନ

Karyokinesis

ନ୍ୟଷ୍ଟିବିଭାଜନ

Karyology

ନ୍ୟଷ୍ଟି ବିଜ୍ଞାନ

Karyolymph

ନ୍ୟଷ୍ଟି ରସ

Karyolysis

ନ୍ୟଷ୍ଟିବିଲୟନ

Karyophagy

ନ୍ୟଷ୍ଟି ଭୋଜିତା

Karyosome

ନ୍ୟଷ୍ଟିକାୟ

Karyotin

ନ୍ୟଷ୍ଟିବର୍ଣ୍ଣ

Karyotype

ନ୍ୟଷ୍ଟି ପ୍ରରୂପ

Katabolism (catabolism)

ଅପଚୟନ

Keel

ନୌତଳ

Kelp

ସମୁଦ୍ର ଦଳ

Kenin

କୋନିନ୍‍

Keratolysis

ତ୍ୱଚାଗଳନ

Kernel

ଶସ, କୋଇଲି

Key element

ମୁଖ୍ୟତତ୍ତ୍ୱ ଉପାଦନ

Key gene

ମୁଖ୍ୟଜିନ୍‍

Kidney shaped

ବୃକ୍‍କାକାର

Kinesis

ଗତିକ୍ରମ
< previous12Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App