ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567Next >

Naked bud

ନଗ୍ନକଳି, ନଗ୍ନକଳିକା

Naked flower

ନଗ୍ନପୁଷ୍ପ

Nancy

ସମଲିଙ୍ଗି

Nanandrium

ଖର୍ବାଣ୍ଡିର

Nanandrous

ଖର୍ବାଣ୍ଡିରି

Nanism

ଖର୍ବତ୍ୱ

Nanocyte

ଖର୍ବକୋଷିକା

Nanophyll

ବାମନପର୍ଣ୍ଣ, ଖର୍ବପର୍ଣ୍ଣୀ

Napifolious

କୁମ୍ଭପର୍ଣ୍ଣୀ

Napoceous

କୁମ୍ଭସମ

Napiform

କୁମ୍ଭୀରୂପ

Nastic movement

ଅର୍ନ୍ତ୍ରକୁଞ୍ଚନ ଗତି, ବକ୍ରିମଗତି

Nasturtium

ଉଜ୍ୱଳନାରଙ୍ଗି, ସପୁଷ୍କଲତା

Natans

ପ୍ଲବନ

Native state

ସ୍ୱାଭାବିକ ଅବସ୍ଥା

Natural inmunity

ପ୍ରାକୃତିକ ବ୍ୟାଧିରୋଧିକାରିତା

Natural order

ପ୍ରାକୃତିକ ବର୍ଗ

Natural selection

ପ୍ରାକୃତିକ ମନୋନୟନ

Navicular

ନୌକାକାର

Neck canal cell

ଗ୍ରୀବାକୂଲ୍ୟା (ନାଳୀ) କୋଷ
< previous1234567Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App