ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456Next >

Obclavate

ପ୍ରତିମୁଦଗର ଆକାର

Obconic

ଅପଶଙ୍କୁ, ଅପଶଙ୍କୁରୂପୀ

Obcordate

ଅପତାମ୍ବୁଳି, ପ୍ରତିହୃଦ୍‍ଆକାରି

Obdiplostemonous

ଦଳାଭିମୂଖୀ

Objective

ଦୃଶ୍ୟକୀ, ଉଦ୍ଦେଶ୍ୟକୀ

Oblanceolate

ଅପବର୍ଚ୍ଛାକାର

Oblate

ନାରଙ୍ଗାକାର, ଉଭୟାଗ୍ର ବର୍ତ୍ତୁଳ, ଚେପ୍‍ଟା

Obligate

ଅନନ୍ୟ, ଅବିକଳ୍ପୀ

Obligate parasite

ଅନନ୍ୟ ପରଜୀବୀ, ଅବିକଳ୍ପୀ ପରଜୀବୀ

Obligate saprobe

ଅନନ୍ୟ ମୃତଜୀବୀ, ଅବିକଳ୍ପୀ ମୃତଜୀବୀ

Obligate symbiont

ଅନନ୍ୟ ସହଜୀବୀ

Oblique

ତୀର୍ଯ୍ୟକ୍‍

Oblique inflorescence

ତୀର୍ଯ୍ୟକ ପୁଷ୍ପକ୍ରମ, ତୀର୍ଯକ ପୁଷ୍ପଦଣ୍ଡ

Oblong

ଆୟତ, ଅଣ୍ଡାକାର

Oblongifolium

ଅଣ୍ଡାକାର ପତ୍ର, ଆୟତ୍ତକାର ପତ୍ର

Obovate

ଅପାଣ୍ଡ, ଓଲଟ ଅଣ୍ଡାକୃତି, ଅଭିଅଣ୍ଡାକାର

Obovoid

ପ୍ରତିଅଣ୍ଡାକାର

Obsolescent

ଲୁପ୍ତପ୍ରାୟ

Obtuse

ଅଧିକୋଣ, ସ୍ଥୁଳ

Obverse

ଅପାଗ୍ର
< previous123456Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App