ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଜ୍ଞାନ

भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891314Next >

Rabies virus

ଜଳାନ୍ତକ ଭୂତାଣୁ, ରାବିସ ଭୂତାଣୁ

Race

ପାଟକ

Raceme

ଅସୀମ ସ୍ତବକ, ରେସିମ

Raceme branching

ଅସୀମ ଶାଖା

Racemose

ଅସୀମାକ୍ଷ

Racemule

ରେସିମିକ୍‍

Rachilla

ପ୍ରାକ୍ଷକ

Rachis (axis)

ପ୍ରାକ୍ଷ

Rachion

କ୍ଷୁଦ୍ରାକ୍ଷ, ଚରମ ଅକ୍ଷ

Radialaxis

ଅରାକ୍ଷ

Radial bundle

ଅରବିଡ଼ିକ

Radial stigma

ଅରୀୟ ଫଳିକାଶୀର୍ଷ

Radially symmetrical

ଅରୀୟ ପ୍ରତିସମ

Radiation growth

ବିକିରଣ ପ୍ରରୋହଣ/ ବୃଦ୍ଧି

Radicle

ଭ୍ରୂଣମୂଳ

Radicose

ଭ୍ରୂଣମୂଳିକ

Radiculiformis

ମୂଳାଙ୍କୁରରୂପୀ

Radioactive

ତେଜଷ୍କ୍ରିୟ, ତେଜଭଦ୍‍ଗର

Radiobiology

ବିକିରଣ ଜୀବ ବିଜ୍ଞାନ

Radioecology

ବିକିରଣ ପରିପାର୍ଶ୍ୱ ବିଜ୍ଞାନ
< previous1234567891314Next >

Search Dictionaries

Loading Results

Follow Us :   
  ଭାରତବାଣୀ ଆପ୍ ଡାଉନ୍‌ଲୋଡ଼୍ କରନ୍ତୁ
  Bharatavani Windows App